Chaos Created In India As US News Paper Says BJP Politician Posts Hatred On Facebook

0
7

ଫେସବୁକକୁ ନେଇ ଭାରତରେ ଝଡ଼ । କଂଗ୍ରେସ ଓ ବିଜେପି ମୁଁହାମୁଁହି । ତେବେ କୌଣସି ରାଜନୈତିକ ଦଳ ପାଇଁ କାମ କରୁନଥିବା ଫେସବୁକ ପକ୍ଷରୁ କୁହାଯାଇଛି । ଆମେରିକାର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ସାରା ଦେଶରେ ଏବେ ଜୋର ଧରିଛି ରାଜନୀତି। ରିପୋର୍ଟ ଅନୁଯାୟୀ ବିଜେପିର କିଛି ନେତା ଫେସବୁକରେ ଉତେଜନା ସୃଷ୍ଟିକାରୀ ପୋଷ୍ଟ କରୁଛନ୍ତି ।

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.

Visit Our Website:
Watch Live:
YouTube:
Facebook:
Twitter:
Instagram:
#NandighoshaTV #Odisha

source

LEAVE A REPLY

Please enter your comment!
Please enter your name here